ଭିଏସସିଲ୍ୟାବ୍ (VSciLab - Virtual Solutions for Concept Innovation & Learning Academic Base)
At VSciLab (Virtual Solutions for Concept Innovation & Learning Academic Base), we transform abstract
textbook theory into interactive visual experiences, giving learners an accessible digital foundation to
experiment, visualize, and master STEM concepts.
ଓଡ଼ିଶାର ଏକ ଅଗ୍ରଣୀ ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଜ୍ଞାନ ଓ ଗଣିତ ବିଷୟକୁ ଅତି ସରଳ,
ପ୍ରାୟୋଗିକ ଏବଂ ମନୋରଞ୍ଜକ ଭାବେ ଉପସ୍ଥାପନ କରିଥାଏ।
🌟 ଦୂରଦୃଷ୍ଟି (Vision)
ଆମେ ଏପରି ଏକ ଶିକ୍ଷା ବ୍ୟବସ୍ଥାର କଳ୍ପନା କରୁ ଯେଉଁଠାରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆ ମାଧ୍ୟମର
ଛାତ୍ରଛାତ୍ରୀ ବିନା କୌଣସି ଅସୁବିଧାରେ ଉଚ୍ଚମାନର ଶିକ୍ଷା ପାଇପାରିବେ।
🎯 ଆମର ଲକ୍ଷ୍ୟ (Mission)
At VSciLab, we transform abstract textbook theory into interactive visual experiences, giving learners an
accessible digital foundation to experiment, visualize, and master STEM concepts.
- ଓଡ଼ିଶା ବୋର୍ଡ ପାଠ୍ୟକ୍ରମକୁ ଆଧାର କରି ଉଚ୍ଚମାନର ଇଣ୍ଟରାକ୍ଟିଭ୍ ଶିକ୍ଷଣ ସାମଗ୍ରୀ ପ୍ରଦାନ କରିବା।
- ଶିକ୍ଷକମାନଙ୍କୁ ସ୍ମାର୍ଟ ଶ୍ରେଣୀ ଗୃହ ପରିଚାଳନା ପାଇଁ ସଶକ୍ତ କରିବା।
🎓 ଉଦ୍ଦେଶ୍ୟ (Objectives)
- ଡିଜିଟାଲ ଶିକ୍ଷା ମାଧ୍ୟମରେ ବିଜ୍ଞାନ ଓ ଗଣିତ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା।
- ମାଧ୍ୟମିକ ଶିକ୍ଷା ପରିଷଦର ନିୟମାନୁଯାୟୀ ଶିକ୍ଷା ପ୍ରଣାଳୀରେ ସଂସ୍କାର ଆଣିବା।